+91 96920 54447 ୱାଟ୍ସଆପ୍ ସଦସ୍ୟ ଲଗଇନ୍ ଓଡ଼ିଆ हिंदी English

ହୋମ୍ · ସେବାସମୂହ

ଡାକ୍ତର ପରାମର୍ଶ

ସବୁ ବିଭାଗ — ସଦସ୍ୟ-ରିହାତି ସହିତ

ଆମ କଟକ କେନ୍ଦ୍ରରେ କିମ୍ବା ଭିଡିଓ କଲରେ ଅଭିଜ୍ଞ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ — ଜେନେରାଲ ମେଡିସିନ, ହୃଦରୋଗ, ହାଡ଼ରୋଗ, କିଡନୀ ରୋଗ ଇତ୍ୟାଦି। ସଦସ୍ୟଙ୍କୁ ପରାମର୍ଶ ଶୁଳ୍କରେ ରିହାତି ମିଳେ। ଠିକ୍ ଡାକ୍ତର ବାଛିବା ଓ ସମୟ ବୁକ୍ କରିବାରେ ଆମେ ସାହାଯ୍ୟ କରୁ।

ଆମ ଡାକ୍ତରଙ୍କୁ ଭେଟନ୍ତୁ

ସଦସ୍ୟଙ୍କୁ ଏହି ସେବାରେ ସଞ୍ଚୟ ମିଳେ — ସଦସ୍ୟତା ଜଣ ପିଛା। ସଦସ୍ୟ ହୁଅନ୍ତୁ · ₹99/ମାସ

ଆମ ସେବା ଆମ ବିଶ୍ୱସ୍ତ ପାର୍ଟନର ନେଟୱାର୍କ ମାଧ୍ୟମରେ ଦିଆଯାଏ — ପାର୍ଟନର ତାଲିକା ଏହି ୱେବସାଇଟରେ ଅଛି। ଜରୁରୀ କଥା →

କିପରି ପାଇବେ

1

ଆମକୁ କଲ୍ କିମ୍ବା ୱାଟ୍ସଆପ୍ କରନ୍ତୁ — କିମ୍ବା ଉପରର ବଟନ୍ ବ୍ୟବହାର କରନ୍ତୁ।

2

ଆମେ ପ୍ରଥମେ ସମୟ ଓ ଖର୍ଚ୍ଚ ଆପଣଙ୍କ ସହ ପକ୍କା କରୁ।

3

ଘରେ କିମ୍ବା ଆମ କେନ୍ଦ୍ରରେ ସେବା ଦେଉ, ଏବଂ ପରେ ଖବର ନେଉ।

ୱାଟ୍ସଆପ୍